ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୪, ୨୦୨୧)

ଚକ୍ରବୁଲା ଏକାଦଶୀରେ ପୁରୀରେ ଶ୍ରୀ ସୁଦର୍ଶନ ମହାପ୍ରଭୂ ଚାରି ଆଶ୍ରମ ବିଜେ କରୁଛନ୍ତି

 

ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥିରେ ଭୁବନେଶ୍ୱର ରାଜଭବନ ନିକଟ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

 

ଭୁବନେଶ୍ୱର ୟୁନିଟ-୧ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଡେଙ୍ଗୁ ସଚେତନତା ଲାଗି ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କ ବାଲୁକା କଳା

 

 

ଦୀର୍ଘଦିନ ବ୍ୟବଧାନରେ ଦର୍ଶକଙ୍କ ଲାଗି ଖୋଲିଛି ଭୁବନେଶ୍ୱର ରିଜିଅନାଲ ମିଉଜିଅମ ଅଫ ନାଚୁରାଲ ହିଷ୍ଟ୍ରି