ଓଡ଼ିଶା: ଆଜିର ଫଟୋ ( ଜୁନ୍ ୪, ୨୦୨୧)

କଟକ ତାଳଦଣ୍ଡା କେନାଲରେ ବତକମାନେ ଜଳକ୍ରୀଡା କରୁଛନ୍ତି

 

ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ହାଟରେ ଲୋକଙ୍କ ପ୍ରବଳ ଭିଡ

 

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆରଟିପିସିଆର ପରୀକ୍ଷାକୁ ଲୋକମାନେ ଅପେକ୍ଷା କରିଛନ୍ତି

 

ରାଜମହଲ ଛକରେ ପୋଲିସ ବିନା କାରଣରେ ଯାତାୟାତ କରୁଥିବା ଲୋକମାନଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି।