ଓଡ଼ିଶା: ଆଜିର ଫଟୋ ( ମେ ୪, ୨୦୨୧)

ଭୁବନେଶ୍ୱର କଳ୍ପନା ଛକରେ ଚିତ୍ର ମାଧ୍ୟମରେ କୋଭିଡ-୧୯ ସଚେତନତା

 

ଭୁବନେଶ୍ୱର ୟୁନିଟ-୮ରେ ଟୀକା ନେବା ଲାଗି ଲୋକଙ୍କ ଧାଡ଼ି

 

ଭୁବନେଶ୍ୱର ୟୁନିଟ-୧ ହାଟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼

 

ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଭିଡ଼

 

ଭୁବନେଶ୍ୱରରେ ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି

 

ଭୁବନେଶ୍ୱର ଖଣ୍ଡଗିରି ଫ୍ଲାଏଓଭର ବ୍ରିଜରେ ପରୀକ୍ଷାମୂଳକ ଭାବେ ଗାଡ଼ି ଚଳାଚଳ ହେଉଛି