ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୪, ୨୦୨୩ )

ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ ଅନୁଷ୍ଠିତ

 

 

ଆଇଆଇଟି ବନାରସ ଛାତ୍ରୀଙ୍କ ଉପରେ ଅସଦାଚରଣ ବିରୁଦ୍ଧରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ AIDSO ପକ୍ଷରୁ କଳା ଦିବସ ପାଳିତ

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ ଏକାମ୍ର ନାଟ୍ୟ ସଂଗଠନ ପକ୍ଷରୁ ବାର୍ଷିକ ଉତ୍ସବରେ ଓଡିଶୀ ନୃତ୍ୟ ପରିବେଷଣ