Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୪, ୨୦୨୨)
3 years ago
ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଜୁନିଅର ବେଲ୍ଟ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା କରାଟେ ଛାତ୍ରୀଛାତ୍ର
ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ କମିଶନରେଟ ପୋଲିସ ପକ୍ଷରୁ ‘ଆତ୍ମହତ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି’ ସମ୍ପର୍କିତ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଡିଜିପି, ପୋଲିସ କମିଶନରଙ୍କ ସମେତ ଉପସ୍ଥିତ ଅନ୍ୟ ଅତିଥିମାନେ
ଭୁବନେଶ୍ୱର କଟକ ରୋଡ ତେରପନ୍ଥ ଭବନରେ ଶାନ୍ତିପ୍ରିୟାପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ଓ ସ୍ମୃତି ଦିବସ ପାଳନ ଅବସରରେ ଅତିଥି ମାନେ ଉନ୍ମୋଚନ କରୁଛନ୍ତି ‘ସ୍ମୃତିରେ ଶାନ୍ତି’ ପୁସ୍ତକ
ଭୁବନେଶ୍ୱର ସ୍ଥିତ ଲୋହିଆ ଆକାଡ଼େମୀରେ ‘ଓଡ଼ିଶା ମା’ର ଶୁଭଚିନ୍ତକ ମାନେ’ ଦ୍ୱାରା ଆୟୋଜିତ ଓଡ଼ିଶାରେ ବିକଳ୍ପ ଆଞ୍ଚଳିକ ସଂଗଠନ ବିଷୟରେ ଆଲୋଚନା ଚକ୍ର
କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଆ ଗବେଷଣା ପରିଷଦର ବାର୍ଷିକ ଉତ୍ସବରେ ପୁସ୍ତକ ଉନ୍ମୋଚନ କରୁଛନ୍ତି ଅତିଥି ଗଣ
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୯ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୫ ମାର୍ଚ୍ଚ, ୨୦୨୫ )
L