ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୧ )

କଟକ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ଫଟୋ ପ୍ରଦର୍ଶନୀ

 

କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ

 

ରାଜଧାନୀରେ ପ୍ରବଳ ଖରା ତୃଷାରୁ ରକ୍ଷାପାଇବା ପାଇଁ ବିଜୁ ପଟ୍ଟନାୟକ ପାର୍କରେ ଜଣେ ଯୁବକ ପାଣି ପିଉଛନ୍ତି