ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୫, ୨୦୨୩ )

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ କଳା ପ୍ରଦର୍ଶନୀରେ ଟେରାକୋଟା ସାମଗ୍ରୀ

 

 

ଭୁବନେଶ୍ୱରର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଅଫିସରେ ସତ୍ୟନଗର ଲେଡିଜ୍ ଫୋରମ୍ ଦ୍ୱାରା ଆୟୋଜିତ ଶିଶୁ ପ୍ରତିଭା ପ୍ରତିଯୋଗିତା

 

 

ଭୁବନେଶ୍ୱର ସୁଚନା ଭବନ ସମ୍ମୁଖରେ ଦୁର୍ନୀତି ବିରୋଧରେ ଦସ୍ତଖତ ଅଭିଯାନ

 

 

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ସାତ ସାହି କଟକ ନୃତ୍ୟ ଉତ୍ସବର ଚତୁର୍ଥ ସନ୍ଧ୍ୟା, ପାୟଲ ନୃତ୍ୟ ଅନୁଷ୍ଠାନର ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ