ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୫, ୨୦୨୧)

କଟକରେ ଗୋଷାଣୀ ପୂଜା ପାଇଁ ସାଜ ପ୍ରସ୍ତୁତ କରୁଛନ୍ତି କାରିଗର

 

 

ମା’ ଧାକୁଲେଇଙ୍କ ଦକ୍ଷିଣକାଳୀ ବେଶ

 

ମା’ କଟକଚଣ୍ଡୀଙ୍କ ଜୟଦୁର୍ଗା ବେଶ

 

ମା’ ଗଡ଼ଚଣ୍ଡୀଙ୍କ ଭୁବନେଶ୍ୱରୀ ବେଶ

 

ମା’ ଝାଞ୍ଜିରୀମଙ୍ଗଳାଙ୍କ କମଳା ବେଶ

 

ମା’ ବାସନ୍ତୀଦୁର୍ଗାଙ୍କ ବଗଳାମୁଖୀ ବେଶ