ଓଡିଶା: ଆଜିର ଫଟୋ ( ଜୁଲାଇ ୬ , ୨୦୨୨)

ପୁରୀ ଶରଧାବାଲିରେ ରଥକୁ ଦକ୍ଷିଣମୋଡ଼ କରାଯାଇଛି

 

 

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ପୁସ୍ତକକୁ ଉନ୍ମୋଚନ କରୁଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ

 

 

କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମାଟ୍ରିକ ପରୀକ୍ଷା ଫଳ ପ୍ରକଶ ପାଇବା ପରେ ଖୁସି ମନାଉଛନ୍ତି କୄତୀ ଛାତ୍ରୀଛାତ୍ର

 

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ପରେ ଭୁବନେଶ୍ୱର ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଖୁସି ମନାଉଛନ୍ତି ଛାତ୍ରୀଛାତ୍ର