ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୬, ୨୦୨୧)

କଟକରେ ଜଳାଶୟ ଉପରେ ଉଡିଯାଉଛନ୍ତି ପକ୍ଷୀ

 

କଟକ ନୂଆପାଟଣା ରାସ୍ତାରେ ଜମି ରହିଛି ବାଲି

 

କଟକ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ଝୋଟି ପ୍ରତିଯୋଗିତା

 

କଟକ ବାରବାଟୀ ଷ୍ଟାଡିଅମ ଗ୍ରାଉଣ୍ଡର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ

 

ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡ ସେବାର ଶୁଭାରମ୍ଭ