ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’କାଳୀଙ୍କୁ ବିସର୍ଜନ କରାଯାଉଛି

 

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

 

କଟକ ମେହେନ୍ଦିପୀରରେ ଅନୁଷ୍ଠିତ ଗିରିଗୋବର୍ଦ୍ଧନ ପୂଜାରେ ପରସ୍ପରକୁ ସିନ୍ଦୂର ଲଗାଉଛନ୍ତି ବିହାରୀ ସମ୍ପ୍ରଦାୟ ମହିଳା

ଭୁବନେଶ୍ୱର ଏକାମ୍ର ହାଟରେ ଉତ୍କଳିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ପ୍ରଦର୍ଶନୀ