ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୭, ୨୦୨୩ )

କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଥିବା ପଥରଖଣ୍ଡ ଉପରେ ବସିଥିବା କଇଁଛ

କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଥିବା ପଥରଖଣ୍ଡ ଉପରେ ବସି ରହିଥିବା ବଗ

କୋହଲା ଓ ମେଘୁଆ ପାଗରେ କଟକ ନେତାଜୀ ସେତୁ ଉପରେ ଯାନବାହାନ ଚଳପ୍ରଚଳ କରୁଥିବା ସମୟର ଦୃଶ୍ୟ

କଟକରେ ଐତିହାସିକ ବାଲିଯାତ୍ରା ସରିବାର ଦ୍ଵିତୀୟ ଦିବସରେ ଘରକରଣା ଆସବାବପତ୍ର କିଣିବା ପାଇଁ ବାଲିଯାତ୍ରା ପଡ଼ିଆରେ ଭିଡ଼

କଟକ ରେଲୱେ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱର ହାଓଡ଼ା ଜଣ ଶତାବ୍ଦୀ ଏକ୍ସପ୍ରେସର ଏକ ବଗି ତଳେ ଲାଗିଥିବା ନିଆଁ

ପୁରୀ ଶ୍ରୀନଅର ଗ୍ରାଣ୍ଡ ସେଣ୍ଟର ପାର୍ଶ୍ୱ ନରେନ୍ଦ୍ର ଭବନକୁ ଭଙ୍ଗା ଯାଉଛି

ଭୁବନେଶ୍ୱର ସ୍ଥିତ ଓୟୁଏଟି ସ୍ୱାମୀନାଥନ ହଲରେ ୪୬ତମ ‘ଆନୁଆଲ କଂଗ୍ରେସ ଅଫ ଇଣ୍ଡିଆନ ସୋସାଇଟି ଫ୍ର ଭେଟେନାରୀ ସର୍ଜରୀ ଆଣ୍ଡ ନେଶନାଲ ସିମ୍ପସିଅ ମ ଅଂ ଏମରଜିଙ୍ଗ ଟ୍ରେଣ୍ଡସ ଇନ ଫାର୍ମ’ ଉଦଘାଟିତ

ଭୁବନେଶ୍ୱରରେ ଓଡ଼ିଶା ବିକାଶ କନକ୍ଳେଭ ୨୦୨୩ ଆରମ୍ଭ