ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୧ )

କଟକ ଚାଉଲିଆଗଞ୍ଜ ଖେଳ ପଡିଆରେ ଚାଲିଥିବା ଏକ ଅସ୍ଥାୟୀ ପନିପରିବା ବଜାର

 

ଆଗକୁ ୨ ଦିନ ଶଟଡାଉନ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ

 

ଲକଡାଉନ୍ ଦିନ ୩ରେ ଭୁବନେଶ୍ୱର ରାଜମହଲ ଛକର ଦୃଶ୍ୟ

 

ଜନପଥରେ ବିଏମ୍‌ସି ପକ୍ଷରୁ ଚାରାଗଛ ରୋପଣ କରାଯାଉଛି

 

ଲକଡାଉନ୍ ଦିନ ୩ରେ କଟକ ବାଦାମବାଡ଼ି ଦୃଶ୍ୟ

 

ଭୁବନେଶ୍ୱରରେ ବର୍ଷା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି