ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୨)

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଆକାଡ଼େମୀ ପରିଦର୍ଶନ

 

ଭୁବନେଶ୍ୱର ମେ ଫେୟାର ହୋଟେଲରେ ଅବିନାଶ ଖେମକାଙ୍କ  ପୁସ୍ତକ ‘ଦ ମ୍ୟାଜିକ ଅଫ ମଙ୍ଗଳାଯୋଡ଼ି’ ପୁସ୍ତକ ଉନ୍ମୋଚନ ଅବସରରେ

 

ସରିଲା ମାଟ୍ରିକ ପରୀକ୍ଷା: ରେଭେନଶା କଲିଜିଏଟ ସ୍କୁଲ ପରୀକ୍ଷା କେନ୍ଦ୍ରରୁ ଫେରୁଛନ୍ତି ପରୀକ୍ଷାର୍ଥୀ

ସମ୍ଭାବ୍ୟ ବାତ୍ୟା: କଟକ ସହରର ଜଳ ନିଷ୍କାସନ ନେଇ ମାତୃଭବନ ନିକଟରେ ଥିବା ମୁଖ୍ୟ ନର୍ଦ୍ଦମା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମେୟର ସୁବାଷ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସିଏମସି କମିଶନର ଅନନ୍ୟା ଦାସ ଏବଂ ଅନ୍ୟ ଅଧିକାରୀ

ଗ୍ରହରାଜ ଶନିଙ୍କ ଜନ୍ମଦିବସରେ କଟକ କାଠଯୋଡ଼ି ନଦୀରୁ ଜଳ ସଂଗ୍ରହ କରି ପୁରୀଘାଟ ସ୍ଥିତ ଶନି ମନ୍ଦିରରେ ଲାଗି କରୁଛନ୍ତି ଶ୍ରଦ୍ଧାଳୁ

 

ଗ୍ରହରାଜ ଶନିଙ୍କ ଜନ୍ମଦିବସରେ କଟକ ଚାନ୍ଦିନୀ ଚୌକ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୦ ମାର୍ଚ୍ଚ , ୨୦୨୫ )

ପଖାଳ ଦିବସ ପାଳନରେ ଯୋଗ ଦେଇଥିବା ବିଭିନ୍ନ ବର୍ଗର ଲୋକ ମାନେ ରାଜଧାନୀରେ ପ୍ରବଳ ଖରା

ଓଡ଼ିଶା: ଆଜିର ଫଟୋ ( ୧୯ ମାର୍ଚ୍ଚ, ୨୦୨୫ )

ଭୁବନେଶ୍ୱରସ୍ଥିତ ଭଞ୍ଜକଳାମଣ୍ଡପରେ ଆୟୋଜିତ ଲାବଣ୍ୟ ନାଟ୍ୟ ମହୋତ୍ସବରେ ପ୍ରଦର୍ଶିତ ନାଟକ ‘କୁଳ ଚନ୍ଦ୍ରମା’     କଟକ ମଙ୍ଗଳାବାଗସ୍ଥିତ ଏକ ମଣ୍ଡପରେ ଜୟ ଜଗନ୍ନାଥ ସେବା...

ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )

ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ କଟକ ଶେଖ ବଜ଼ାର ରାସ୍ତା ପାର୍ଶ୍ୱରେ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି     ଭୁବନେଶ୍ୱର ଜଗନ୍ନାଥ ନଗର ଅଂଚଳରେ ଚୈତ୍ର...

ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )

୩୧ତମ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ଆୱାର୍ଡ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପରେ ଆୟୋଜିତ   ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ଲାବଣ୍ୟ ନାଟ୍ୟ ମହୋତ୍ସବରେ ପ୍ରଦର୍ଶିତ...

ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )

ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ପାଳିତ       ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ, ଲିଙ୍କ୍ ରୋଡରୁ ବାଦାମବାଡ଼ିକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ରାସ୍ତାଟି...

ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )

କଟକର ବିଭିର୍ନ ସ୍ଥାନରେ ହୋଲି ପାଳନ     ପୁରୀର ଜଗନ୍ନାଥ ମନ୍ଦିର ଦର୍ଶନ କଲେ ବରିଷ୍ଠ ଅଭିନେତ୍ରୀ ହେମାମାଳିନୀ     ପୁରୀ ବେଳାଭୂମିରେ...

ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୫ )

କଟକ ବକ୍ସି ବଜାରର ପୁରୁଣା ସଚିବାଳୟ ପରିସରରେ ହିନ୍ଦୀ ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ‘ରଙ୍ଗ ବରସେ’ କାର୍ଯ୍ୟକ୍ରମ       ଭୁବନେଶ୍ୱର ଉତ୍କଳ ମଣ୍ଡପରେ...

ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୫ )

ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ, ଜୟଦେବ ସମାରୋହ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅସୀମ ବସୁ ଫାଉଣ୍ଡେସନ ଦ୍ୱାରା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image