Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୨)
3 years ago
ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଆକାଡ଼େମୀ ପରିଦର୍ଶନ
ଭୁବନେଶ୍ୱର ମେ ଫେୟାର ହୋଟେଲରେ ଅବିନାଶ ଖେମକାଙ୍କ ପୁସ୍ତକ ‘ଦ ମ୍ୟାଜିକ ଅଫ ମଙ୍ଗଳାଯୋଡ଼ି’ ପୁସ୍ତକ ଉନ୍ମୋଚନ ଅବସରରେ
ସରିଲା ମାଟ୍ରିକ ପରୀକ୍ଷା: ରେଭେନଶା କଲିଜିଏଟ ସ୍କୁଲ ପରୀକ୍ଷା କେନ୍ଦ୍ରରୁ ଫେରୁଛନ୍ତି ପରୀକ୍ଷାର୍ଥୀ
ସମ୍ଭାବ୍ୟ ବାତ୍ୟା: କଟକ ସହରର ଜଳ ନିଷ୍କାସନ ନେଇ ମାତୃଭବନ ନିକଟରେ ଥିବା ମୁଖ୍ୟ ନର୍ଦ୍ଦମା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମେୟର ସୁବାଷ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସିଏମସି କମିଶନର ଅନନ୍ୟା ଦାସ ଏବଂ ଅନ୍ୟ ଅଧିକାରୀ
ଗ୍ରହରାଜ ଶନିଙ୍କ ଜନ୍ମଦିବସରେ କଟକ କାଠଯୋଡ଼ି ନଦୀରୁ ଜଳ ସଂଗ୍ରହ କରି ପୁରୀଘାଟ ସ୍ଥିତ ଶନି ମନ୍ଦିରରେ ଲାଗି କରୁଛନ୍ତି ଶ୍ରଦ୍ଧାଳୁ
ଗ୍ରହରାଜ ଶନିଙ୍କ ଜନ୍ମଦିବସରେ କଟକ ଚାନ୍ଦିନୀ ଚୌକ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ ( ୧୯ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୯ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୮ ମାର୍ଚ୍ଚ, ୨୦୨୫ )
L