ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୧ )

କଟକ ଶିଶୁଭବନ ରିଂ ରୋଡ ପାର୍ଶ୍ୱରେ ଜଣେ ମାସ୍କ ବିକ୍ରେତା ମାସ୍କ ଗୁଡିକୁ ସଜାଇ ରଖୁଛନ୍ତି

 

ଡେଙ୍ଗୁ ଜ୍ୱର ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ ମଶାରୀ ରଖାଯାଇଛି

 

ଭୁବନେଶ୍ୱର ରାଜମହଲ୍ ଛକରେ ଶଟ୍‌ଡାଉନରେ ପୋଲିସ୍ ଚେକିଂ କରୁଛନ୍ତି

 

କଟକ ଓଡ଼ିଆବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଥିବା ଉଦ୍ୟାନରେ ଏକ ନେଉଳ ବସିଛି

କଟକ ଯୋବ୍ରା ତାଳଦଣ୍ଡା କେନାଲରେ ଯୁବକମାନେ ଜଳକ୍ରୀଡା କରୁଛନ୍ତି