ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୩ )

ଭୁବନେଶ୍ୱର ପିଏମଜି ରାସ୍ତା କଡରେ ଜଣେ ଶିଶୁ ଏକ ପିଣ୍ଡି ଉପରେ ବସି ଖାଉଛି

 

 

କଟକ ବାଲିଯାତ୍ରା ଉପର ପଡିଆରେ, ୫ଟି ସଚିବ ଭିକେ ପାଣ୍ଡିଆନ୍ କଲେଜ୍ ଛାତ୍ରୀଛାତ୍ରଙ୍କ ଭାବ ବିନିମୟ ସମାବେଶ ସ୍ଥଳକୁ ଛାତ୍ରୀଛାତ୍ର ମାନେ ଯାଉଛନ୍ତି

 

 

ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ଚାରି ସୁରକ୍ଷା ଓ ପୂର୍ଣ୍ଣ ଶିକ୍ଷକତା ଦାବିରେ ଭୋକେସନାଲ୍ ଟ୍ରେନର୍ସ ଆଶୋସିଏସନର ପିଏମଜିରେ ଧାରଣା