ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୧)

ଅଭିନବ ସଚେତନତା: ମା’ ଦୁର୍ଗାଙ୍କ ବେଶରେ ଭୁବନେଶ୍ୱର ଖଣ୍ଡଗିରି ଛକରେ ମାସ୍କ ପିନ୍ଧିବା ଓ ଟ୍ରାଫିକ ନିୟମ ମାନିବାକୁ ସଚେତନ କରୁଛନ୍ତି କଳାକାର

 

ଭୁବନେଶ୍ୱର ବାଣୀବିହାର-ରସୁଲଗଡ଼ ରାସ୍ତା ପାର୍ଶ୍ଵରେ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଶୁ କଳାକାର