ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୨)

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

 

ଭୁବନେଶ୍ୱର ମହାନଗର ନିଗମରେ ନବନିର୍ବାଚିତ ମେୟରଙ୍କ ସହିତ କର୍ପୋରେଟରଙ୍କ ଶପଥ ପାଠ, ମେୟରଙ୍କ ଦାୟିତ୍ୱ ଗ୍ରହଣ

 

ଭୁବନେଶ୍ୱର ମହାନଗର ନିଗମର ନବନିର୍ବାଚିତ ଡେପୁଟି ମେୟର ମଞ୍ଜୁଲତା କହଁରଙ୍କୁ ଫୁଲତୋଡ଼ା ଦେଇ କର୍ପୋରେଟରମାନେ ଶୁଭେଚ୍ଛା ଜଣାଉଛନ୍ତି

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ ଓମେନ୍ସ ହକି ପ୍ରୋ ଲିଗରେ ଭାରତ ଏବଂ ନେଦରଲାଣ୍ଡସ ମଧ୍ୟରେ ମ୍ୟାଚ: ନେଦରଲାଣ୍ଡସ ଶୁଟଆଉଟ ୩-୧ ରେ ବିଜୟୀ

 

କଟକ ସନସାଇନ ପଡିଆ ନିକଟରୁ ମା’ ମହେଶ୍ୱରୀଙ୍କ ଋକୁଣା ରଥକୁ ଶ୍ରଦ୍ଧାଳୁମାନେ ଟାଣି ଟାଉନହଲସ୍ଥିତ ମାଉସୀ ମା’ ମନ୍ଦିରକୁ ନେଉଛନ୍ତି

 

କଟକ ବାରବାଟୀ ଷ୍ଟାଡିୟମରେ କଟକ ଜିଲା ଚେସ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ‘ଓଡିଶା ଚେସ ରାପିଡ଼ ଆଣ୍ଡ ବ୍ଲିଜ୍ ଚେସ ଚାମ୍ପିୟନଶିପ’ରେ ଭାଗ ନେଇଥିବା ପ୍ରତିଯୋଗୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୨ ନଭେମ୍ବର, ୨୦୨୪ )

ଜଣେ ମାଛଧରାଳୀ ଜାଲଦ୍ୱାରା ମହାନଦୀରେ ମାଛଧରୁଛନ୍ତି ଭୁବନେଶ୍ୱରର ବମିଖାଲ ସହିଦନଗର ଓଭର ବ୍ରିଜ ନିକଟରେ ପ୍ରବଳ ଟ୍ରାଫିକ ଜାମ ବାଲିଯାତ୍ରା ତଳ ପଡିଆରେ ଖୋଲିଥିବା ରାଜ୍ୟ...

ଓଡ଼ିଶା: ଆଜିର ଫଟୋ ( ୨୧ ନଭେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ I&PR ବିଭାଗ ଦ୍ୱାରା ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ       ପୁରୀ ଶରଧାବାଲି...

ଓଡ଼ିଶା: ଆଜିର ଫଟୋ ( ୧୮ ନଭେମ୍ବର, ୨୦୨୪ )

ପୁରୀରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ପୁରସ୍କୃତ ଖେଳାଳିମାନେ     ୩ ଦଫା ଦାବିରେ ଓଡିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ପିଏମଜିରେ...

ଓଡ଼ିଶା: ଆଜିର ଫଟୋ ( ୧୭ ନଭେମ୍ବର, ୨୦୨୪ )

ଭୁବନେଶ୍ୱରରେ ଛାଡ଼ଖାଇ ପାଇଁ ବିଭିର୍ନ ଆମିଷ ହାଟ ମାନଙ୍କରେ ଲୋକଙ୍କ ଭିଡ଼     ଛାଡ଼ଖାଇ ଅବସରରେ ବ୍ରହ୍ମପୁରର ବିଭିନ୍ନ ମାଛ ଓ ମାଂସ ବଜାରରେ...

ଓଡ଼ିଶା: ଆଜିର ଫଟୋ ( ୧୬ ନଭେମ୍ବର, ୨୦୨୪ )

କଟକ ବାଲିଯାତ୍ରା ତଳ ପଡିଆ ମହାନଦୀ ତଟ ଠାରେ ପ୍ରଦର୍ଶିତ ଲେଜର୍ ଲାଇଟ୍ ସୋ       ବାଲିଯାତ୍ରା ତଳ ପଡିଆରେ ଲୋକଙ୍କ ଗହଳି

ଓଡ଼ିଶା: ଆଜିର ଫଟୋ ( ୧୫ ନଭେମ୍ବର, ୨୦୨୪ )

କାର୍ତିକ ପୁର୍ଣିମାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି

ଓଡ଼ିଶା: ଆଜିର ଫଟୋ ( ୧୪ ନଭେମ୍ବର, ୨୦୨୪ )

ବାଲିଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସ୍ଟୁୱାର୍ଟ ସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିନ୍ଦୁସାଗରରେ ବଡଡଙ୍ଗା ଭସାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୪ )

ପବିତ୍ର ବଡ ଓଷା ଅବସରରେ ଧବଳେଶ୍ୱର ଶୈବ ପୀଠରେ ଧବଳେଶ୍ୱରଙ୍କ ବଡ ସିଂହାର ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ। ସେତୁରେ ଯା ଆସ ଫଳରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri