ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୯, ୨୦୨୧)

କଟକ ସିଡିଏ ସେକ୍ଟର-୯ ସ୍ଥିତ ପେଟାନାଳ ଜଳରେ ଖାଦ୍ୟାନ୍ୱେଷଣରେ  ପକ୍ଷୀ

କଟକ ମିଶନ ରୋଡ୍‍‌ରେ ବିକ୍ରୟ ପାଇଁ ଟୋପିଗୁଡ଼ିକୁ ସଜ୍ଜିତ କରି ରଖୁଛନ୍ତି ବ୍ୟବସାୟୀ

କଟକ କଲେଜ ଛକରେ ବିକ୍ରୟ ପାଇଁ ସଜା ହୋଇ ରହିଛି ତରଭୁଜ

କଟକ ଯୋବ୍ରା ତାଳଦଣ୍ଡା କେନାଲରେ ଚାଲିଛି ଉନ୍ନତିକରଣ କାର୍ଯ୍ୟ 

ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ସଚେତନତା