ଓଡ଼ିଶା: ଆଜିର ଫଟୋ (୯ ଜୁଲାଇ, ୨୦୨୪ )

ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ଲାଗି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ଼

ପହଣ୍ଡି ବିଜେ ବେଳେ ଅଘଟଣ: ତାଳଧ୍ୱଜ ରଥରେ ତଳମୁହାଁ ହୋଇ ପଡ଼ିଗଲେ ବଡ ଠାକୁର ବଳଭଦ୍ର

 

ପହଣ୍ଡି ବିଜେ ବେଳେ ତାଳଧ୍ୱଜ ରଥରେ ଅଘଟଣ ପରେ ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଉଛି

   ନାଇଜରର୧୩ତମ ସ୍ନାତକୋତ୍ତର ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

 

ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ଶ୍ରଦ୍ଧାଞ୍ଜଳି’ରେ ଦିଲ୍ଲୀର ସ୍ଵରାଞ୍ଜଳି ଦ୍ୱାରା ପରିବେଷିତ ସଙ୍ଗୀତ

 

କଟକସ୍ଥିତ ଚାନ୍ଦିନୀ ଚୌକ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର ସହରରେ ଡେଙ୍ଗୁ ବଢିଚାଲିଥିବା ସତ୍ତ୍ୱେ ୟୁନିଟ-୧ ଅଞ୍ଚଳରେ ସ୍ଥାନେ ସ୍ଥାନେ ଜମି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନ ସାଙ୍ଗକୁ ପାଣି

 

ଅହେତୁକ ପରିବା ଦର ବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜମହଲ ଛକରେ ପ୍ରତିବାଦ

ଦୁଇ ଦଫା ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ପିଏମଜିରେ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ )

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବାରେ ନିମଗ୍ନ ଶିଳ୍ପୀ ବାତ୍ୟା ପରେ କଟକ ସହରର ବିଭିନ୍ନ ରାସ୍ତାଘାଟ ଶୂନଶାନ    ...

ଓଡ଼ିଶା: ଆଜିର ଫଟୋ (୨୪ ଅକ୍ଟୋବର, ୨୦୨୪ )

ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା   ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରର ରାସ୍ତାଘାଟ ଜନଶୂନ୍ୟ   ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବାତ୍ୟା...

ଓଡ଼ିଶା: ଆଜିର ଫଟୋ ( ୨୩ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ସହିଦ ନଗରରେ ଲକ୍ଷ୍ମୀପୂଜା ଭସାଣି ଉତ୍ସବ     ବାତ୍ୟା ଦାନା ପାଇଁ କଟକ ଛତ୍ର ବଜାର ପରିବା ହାଟରେ ଲୋକଙ୍କ ଗହଳି  ...

ଓଡ଼ିଶା: ଆଜିର ଫଟୋ ( ୨୨ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର କୋଚିଲେଇ ହାଟରେ ବାତ୍ୟା ‘ଦାନା’ ପାଇଁ ପରିବା ଓ ଗ୍ରୋସରୀ ଦୋକାନରେ ଗହଳି       କଟକ ବକ୍ସି ବଜାର ସ୍ଥିତ କେନ୍ଦ୍ରୀୟ...

ଓଡ଼ିଶା: ଆଜିର ଫଟୋ ( ୨୦ ଅକ୍ଟୋବର, ୨୦୨୪ )

ଭାରତ ସ୍କାଉଟ ଏବଂ ଗାଇଡରେ ଜୁହାର

ଓଡ଼ିଶା: ଆଜିର ଫଟୋ ( ୧୯ ଅକ୍ଟୋବର, ୨୦୨୪ )

କଟକ ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିନ     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ...

ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୪ )

ପବିତ୍ର କାର୍ତ୍ତିକ ମାସ ଆରମ୍ଭରେ ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ହବିଷ୍ୟାଳିମାନେ ମା’ ବୃନ୍ଦବତୀଙ୍କୁ ପୂଜା କରୁଛନ୍ତି କଟକ ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଓ ଜମ୍ମୁ...

ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ନୟାପଲ୍ଲୀ ଲକ୍ଷ୍ମୀ ପୂଜା ସମିତି ଭୁବନେଶ୍ୱର ଲକ୍ଷ୍ମୀ ପୂଜା

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri