ଓଡ଼ିଶା: ଆଜିର ଫଟୋ (୯ ଜୁଲାଇ, ୨୦୨୪ )

ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ଲାଗି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ଼

ପହଣ୍ଡି ବିଜେ ବେଳେ ଅଘଟଣ: ତାଳଧ୍ୱଜ ରଥରେ ତଳମୁହାଁ ହୋଇ ପଡ଼ିଗଲେ ବଡ ଠାକୁର ବଳଭଦ୍ର

 

ପହଣ୍ଡି ବିଜେ ବେଳେ ତାଳଧ୍ୱଜ ରଥରେ ଅଘଟଣ ପରେ ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଉଛି

ନାଇଜରର୧୩ତମ ସ୍ନାତକୋତ୍ତର ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

 

ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ଶ୍ରଦ୍ଧାଞ୍ଜଳି’ରେ ଦିଲ୍ଲୀର ସ୍ଵରାଞ୍ଜଳି ଦ୍ୱାରା ପରିବେଷିତ ସଙ୍ଗୀତ

 

କଟକସ୍ଥିତ ଚାନ୍ଦିନୀ ଚୌକ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର ସହରରେ ଡେଙ୍ଗୁ ବଢିଚାଲିଥିବା ସତ୍ତ୍ୱେ ୟୁନିଟ-୧ ଅଞ୍ଚଳରେ ସ୍ଥାନେ ସ୍ଥାନେ ଜମି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନ ସାଙ୍ଗକୁ ପାଣି

 

ଅହେତୁକ ପରିବା ଦର ବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜମହଲ ଛକରେ ପ୍ରତିବାଦ

ଦୁଇ ଦଫା ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ପିଏମଜିରେ ଧାରଣା