ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୯, ୨୦୨୨)

କଟକ ଷ୍ଟିୱାର୍ଟ ସ୍କୁଲ ଛାତ୍ରୀଛାତ୍ରମାନେ ପୃଥିବୀର ସୁରକ୍ଷା ଓ ବିଶ୍ୱ ଓଜୋନ ଦିବସ ପାଳନ ଅବସରରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଉଛନ୍ତି

 

ଭୁବନେଶ୍ୱର ସରକାରୀ ଆୟୁର୍ବେଦିକ ଡାକ୍ତରଖାନାରେ ଜାତୀୟ ଆୟୁଷ ମିଶନ ଦ୍ୱାରା ହର୍ବାଲ ଉଦ୍ୟାନର ଉଦଘାଟନ

 

ଭୁବନେଶ୍ୱର ସ୍ଵସ୍ତି ପ୍ରିମିୟମର ଗୁରମେଟ ରେଷ୍ଟୁରାଣ୍ଟରେ ସିଜଲର୍ସଙ୍କ ଖାଦ୍ୟ ମହୋତ୍ସବ

 

ଗଣେଶପୂଜା ପରେ କୁଆଖାଇ ନଦୀରେ ମୂର୍ତ୍ତି ବିସର୍ଜନ ପରେ ସୃଷ୍ଟି ହେଉଥିବା ଆବର୍ଜନା ପ୍ରତି ବିଏମସିର ଧ୍ୟାନ ନାହିଁ