ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୩, ୨୦୨୧ )

ରାଜମହଲ ଛକରେ ଗାଡି ଗୁଡିକୁ ଟ୍ରାଫିକ ପୋଲିସ ଗାଡି କାଗଜ ପତ୍ର ଏବଂ ହେଲମେଟ ଯାଞ୍ଚ କରୁଛନ୍ତି

ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଡଙ୍ଗାକୁ ସିମେଣ୍ଟ କଂକ୍ରିଟ ଖୁମ୍ବରେ ବାନ୍ଧି ଡଙ୍ଗା ଉପରେ ବିଶ୍ରାମ ନେଉଥିବା ଧୀବର

କଟକ ର ସାମୁଦ୍ରିକ ସଂଗ୍ରହାଳୟ ସମ୍ମୁଖ ମହାନଦୀ ଜଳରାଶି ମଧ୍ୟରେ ଫୁଟିଥିବା କଇଁଫୁଲ