Categories: Video

ପ୍ରଶାନ୍ତ ଭୂଷଣଙ୍କୁ ୧ଟଙ୍କା ଜରିମାନା

ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ୧ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି । ଜୋରିମାନା ଅର୍ଥ ନଦେଲେ କଡାଦଣ୍ଡରେ ଦଣ୍ଡିତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ୩ବର୍ଷ ପର୍ଯ୍ୟନ୍ତ ଓକିଲାତି ବନ୍ଦ ଓ ୩ମାସ ଜେଲଦଣ୍ଡ ମିଳିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।