Categories: ରାଜ୍ୟ

ବାତ୍ୟା ପ୍ରଭାବିତ ଜିଲା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର, ସହାୟତା ପାଇଁ କରନ୍ତୁ କଲ୍

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ସନ୍ଧ୍ୟା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଥିବା ବେଳେ କଣ୍ଟ୍ରୋଲ ରୁମ୍‌ ନମ୍ବର ଗୁଡ଼ିକ ୦୬୭୧-୨୪୨-୨୦୩୨ ଓ ୨୯୯-୨୮୦୦ ଜାରି କରାଯାଇଛି । ଏଥିସହିତ ସମସ୍ତ ଜିଲା ପ୍ରଶାସନ ମଧ୍ୟ ସେମାନଙ୍କର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି।

୧. ବାଲେଶ୍ୱର-୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭
୨. ମୟୁରଭଞ୍ଜ-୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
୩. ଭଦ୍ରକ-୦୬୭୮୪-୨୫୧୮୮୧
୪. ଯାଜପୁର-୦୬୭୨୮-୨୨୨୬୪୮
୫. କେନ୍ଦ୍ରାପଡା-୦୬୭୨୭-୨୩୨୮୦୩
୬. କେନ୍ଦୁଝର-୦୬୭୬୬-୨୫୫୪୩୭
୭. ଜଗତସିଂହପୁର-୦୬୭୨୪-୨୨୦୩୬୮
୮. କଟକ-୦୬୭୧-୨୫୦୭୮୪୨
୯. ଢେଙ୍କାନାଳ-୦୬୭୬୨-୨୨୬୫୦୭,୦୬୭୬୨-୨୨୧୩୭୬
୧୦. ଅନୁଗୁଳ-୦୬୭୬୪-୨୩୦୯୮୦
୧୧. ପୁରୀ-୦୬୭୫୨-୨୨୩୨୩୭
୧୨. ଖୋର୍ଦ୍ଧା-୦୬୭୫୫-୨୨୦୦୦୨
୧୩. ଗଂଜାମ-୦୬୮୧୧-୨୬୩୯୭୮
୧୪. ନୟାଗଡ଼-୦୬୭୫୩-୨୫୨୯୭୮
୧୫. ବିଏମସି-୧୯୨୯

Share