ଲେମ୍ବୁ ପରେ ଆକାଶ ଛୁଆଁ ଟମାଟୋ ଦର

ଭୁବନେଶ୍ୱର,୪।୫(ବ୍ୟୁରୋ): ଲେମ୍ବୁ ପରେ ଟମାଟୋ, ବଜାରର ଚଢ଼ା ଦରରେ ଅତିଷ୍ଠ ହୋଇପଡ଼ୁଛନ୍ତି ଗ୍ରାହକ। ଲେମ୍ବୁ ପରେ ହଠାତ୍‌ ଟମାଟୋ ଦର ଆକାଶ ଛୁଆଁ ହୋଇପଡ଼ିଛି। ଗତ କିଛିଦିନ ଦିନ ତଳେ ଟମାଟୋ କିଲୋ ପିଛା ୨୫-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି।
ସପ୍ତାହକ ମଧ୍ୟରେ ଟମାଟୋ ମୂଲ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ତେବେ କିଛିଦିନ ତଳେ ଲେମ୍ବୁ ଦର ବୃଦ୍ଧି ପାଇଥିବା ବେଳେ ବର୍ତ୍ତମା ନଟମାଟୋ ଦର ବଢିଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି ।

Share