ନେପାଳରୁ ଆସିଲା ଟମାଟୋ, ଏହି ରାଜ୍ୟରେ କିଲୋ ପିଛା ୫୦ଟଙ୍କାରେ ବିକ୍ରି…

ନୂଆଦିଲ୍ଲୀ,୧୬।୮: ଟମାଟୋ ଦରରେ ଲାଗିବ ଲଗାମ। ପଡୋଶୀ ଦେଶ ନେପାଳରୁ ଟମାଟୋ ଆମଦାନୀ କରୁଛନ୍ତି ଭାରତ ସରକାର। ପ୍ରାୟ ପାଞ୍ଚ ଟନ ଟମାଟୋ ଖୁବ ଶୀଘ୍ର ଭାରତରେ ପହଞ୍ଚିବ। ଗୁରୁବାର ଠାରୁ ଉତ୍ତରପ୍ରଦେଶରେ ଶସ୍ତାରେ ବିକ୍ରି ହେବ ଟମାଟୋ। କିଲୋ ପିଛା ୫୦ଟଙ୍କାରେ ବିକ୍ରି ହେବ ବୋଲି ସମବାୟ ସଂସ୍ଥା ଏନସିସିଏଫ ବୁଧବାର ସୂଚନା ଦେଇଛି।

Share