ଟମାଟୋ ଖାଉଥିଲେ….

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ।

-ଏଥିରେ ଭିଟାମିନ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ।

-ଟମାଟୋରେ କ୍ୟାଲସିୟମ ଓ ଫସ୍ ଫରସ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ।

-ପାଚନତନ୍ତ୍ରକୁ ସକ୍ର୍ରିୟ ନ କରାଇଲେ ମଧ୍ୟ ଏହା ଗ୍ୟାସ ସମସ୍ୟା ଦୂର କରିଥାଏ।

-ଟମାଟୋରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।