Categories: Video

Top 10 Bollywood movies 2019 । ୨୦୧୯ର ଟପ୍ ୧୦ ବଲିଉଡ୍ ଫିଲ୍ମ

The end of the year is upon us. As the decade draws to a close, box office performances of many movies deserve a standing ovation. We’re taking a look at the most outstanding performances from actors and actresses in movies released in 2019. So it’s time for picks for the top 10 BEST movies of 2019! Did your favourite MOVIE make to our list? Let us know in the comments section!

ଆଉ କେତେ ଘଣ୍ଟା ପରେ ଆମ ସମସ୍ତଙ୍କଠୁ ବିଦାୟ ନେବ ବର୍ଷ ୨୦୧୯ ଆଉ ଆମେ ସ୍ବାଗତ କରିବା ବର୍ଷ ୨୦୨୦କୁ । ଯେ ସାଙ୍ଗରେ ଆଣିବ ଅନେକ ନୂଆ ନୂଆ କାହାଣୀ , ସ୍ବପ୍ନ ଆଉ ଢେରସାରା ସମ୍ଭାବନା । ତେବେ ବର୍ଷ ୨୦୧୯ବଲିଉଡ ପାଇଁ କେମିତି ଥିଲା । କେଉଁ ଫିଲ୍ମ ଦର୍ଶକଙ୍କୁ ଆସିଛି ଅଧିକ ପସନ୍ଦ ଆଉ କେଉଁ ଫିଲ୍ମ ବକ୍ସଅଫିସରେ ହୋଇଛି ସୁପରହିଟ୍ । ଚାଲନ୍ତୁ ସେହି ସବୁ ସ୍ମୁତିର ଫର୍ଦ୍ଧକୁ ଆଉ ଥରେ ଓଲଟାଇବା ଏହି ଭିଡିଓରେ ।