ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଭୁବନେଶ୍ୱର,୧।୬: କଣ୍ଟାବାଞ୍ଜି ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ କାମ ଚାଲିଛି। ତେବେ ବଗି ଲାଇନଚ୍ୟୁତ ହେବାରୁ ୨ଟି ଏକ୍ସପ୍ରେସ ବାତିଲ କରାଯାଇଛି। ରାୟପୁର-ଟିଟିଲାଗଡ଼, ଜୁନାଗଡ଼ ରୋଡ-ରାୟପୁର ଏକ୍ସପ୍ରେସ ବାତିଲ ହୋଇଛି। ଘଟଣାସ୍ଥଳରେ ସମ୍ବଲପୁର ଡିଆରଏମ୍‌ଙ୍କ ସହ ବରିଷ୍ଠ କର୍ମଚାରୀ ଉପସ୍ଥିତ ଅଛନ୍ତି।

Share