Categories: ଜାତୀୟ

ଅଢ଼େଇ ବର୍ଷର ଶିଶୁଙ୍କୁ ଝୁଣି ମାରିଦେଲା କୁକୁର

ରାଜକୋଟ,୧୩ା୭: ଗୁଜରାଟର ମୋର୍ବି ଜିଲାରେ ଏକ ଅଘଟଣ ଘଟିଛି। ଅଢ଼େଇ ବର୍ଷର ଶିଶୁଙ୍କୁ ଏକ କୁକୁର ଝୁଣି ମାରି ଦେଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଶିଶୁର ମା’, ବାପ ମୋଟେଲ ଗ୍ରାମର ଏକ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ସେତିିବେଳେ ଶିଶୁଟି କାରଖାନା ବାହାରେ ଖେଳୁଥିଲା। ଏହି ସମୟରେ ଏକ କୁକୁର ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡିଛି।

Share