ଥରିଲା ଗ୍ରୀସ୍‌

ଆଥେନ୍ସ,୨୯ା୧୨: ଗ୍ରୀସ୍‌ର ଦକ୍ଷିଣ ଦ୍ୱୀପ କ୍ରିଟ୍‌ରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା।

ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁ କୌଣସି ଧନଜବୀନ ନଷ୍ଟ ହୋଇଥିବା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ବୁଧବାର ପାକିସ୍ତାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି (ଏନ୍‌ସିଏସ) କହିଛି ଯେ, ଆଜି ସକାଳେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତୀବ୍ରତା ୪.୩ ଥିଲା।

Share