Categories: ଫୁରସତ

ବିଲେଇ ଛୁଆ ଉପରେ ଥିଲା ଛଞ୍ଚାଣର ନଜର, ଶିକାର କରିବାକୁ ଆସି…

 

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ପ୍ରାଣୀମାନଙ୍କର ଅନେକ ଭିଡିଓ ଭାଇରାଲ ହେଉଛି। ଭର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଛଞ୍ଚାଣ ଉପରୁ ବିଲେଇ ଛୁଆକୁ ଦେଖି ଶିକାର କରିବା ପାଇଁ ଡେଉଁଛି। ପରେ ସେ ବାରମ୍ବାର ଚେଷ୍ଟା କରୁଛି। ମାତ୍ର ବିଲେଇ ଛୁଆଟି କାର ଭିତରେ ସୁରକ୍ଷିତ ଅଛି। ପରେ ବିଲେଇ ଛୁଆଟି ଡରିଯାଇ କାରର ତଳକୁ ଯାଇ ଲୁଚିଗଲା ପରେ ଛଞ୍ଚାଣ ଉଡିଯାଇଛି। ଏହି ଭିଡିଓଟି ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେଉଛି।

Share