ତିର୍ତ୍ତୋଲ ହେଉଛି ଉପନିର୍ବାଚନ। ଏଥିପାଇଁ ପୁରା ତିର୍ତ୍ତୋଲ ଅଞ୍ଚଳ ସରଗରମ। ଏହି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି। ନିର୍ବାଚନକୁ ଆଉ ହାତ ଗଣତି କେତୋଟି ଦିନ ବାକି ଥିବା ବେଳେ ସମସ୍ତେ ନିଜ ନିଜର ପ୍ରତିଶ୍ରୁତି ସହ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ତ୍ରିମୁଖୀ ଲଢେଇରେ କେଉଁଭଳି ରହିଛି ୩ ପ୍ରମୁଖ ଦଳର ରଣପ୍ରସ୍ତୁତି ଏବଂ ନିର୍ବାଚନକୁ ନେଇ କେତେ ପ୍ରସ୍ତୁତ ଏହି ଦଳ ଗୁଡିକ ଦେଖନ୍ତୁ ଏହି ରିପୋର୍ଟରେ।
Posted inVideo