Posted inଫୁରସତ

କରୋନା ସମୟରେ କନ୍ୟାଙ୍କୁ ଏମିତି ହଳଦୀ ଲଗାଉଛନ୍ତି ମହିଳା, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସି ହସି ଗଡ଼ିବେ। ଜଣେ କନ୍ୟାଙ୍କ ବିବାହ ପାଇଁ ହଳଦୀ ସେରିମନି କରାଯାଉଛି। ଏଥିରେ କିଛି ମହିଳା କନ୍ୟାଙ୍କୁ ପେଣ୍ଟ୍‌ ରୋଲର ବ୍ରଶ୍‌ ସାହାଯ୍ୟରେ ହଳଦୀ ଲଗାଉଥିବାର ନଜର ଆସିଛି। ଲୋକେ ଏହି ଭିଡିଓଟିକୁ ପସନ୍ଦ କରିବା ସହ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।
ଲକ୍‌ଡାଉନ୍‌ ପରେ ଅଟକି ଯାଇଥିବା କାମ ସବୁ ଲୋକେ କରୁଛନ୍ତି। ଘରୁ ବାହାରି କାମ କରୁଛନ୍ତି ସତ କିନ୍ତୁ ସଚେତନତାକୁ ଭୁଲିନାହାନ୍ତି। ଲକ୍‌ଡାଉନ୍‌ ଯୋଗୁ ଯେଉଁମାନଙ୍କର ବିବାହ ଅଟକିଥିଲା ଏବେ ସାବଧାନତା ସହକାରେ ବିବାହ କରାଯାଉଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ କନ୍ୟାଙ୍କୁ କିଛି ମହିଳା ହଳଦୀ ଲଗାଇ ଦେଉଛନ୍ତି। ତାହା ପୂଣି ସାମାଜିକ ଦୂରତା ରକ୍ଷା କରି। ଏକ ପେଣ୍ଟ୍‌ ରୋଲର ବ୍ରଶ୍‌ ସାହାଯ୍ୟରେ ଏହି ହଳଦୀ ଲଗା ପର୍ବ କରାଯାଉଛି। ଏହା ଦେଖି ୟୁଜରମାନେ ହସିବା ସହ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ହଳଦୀ ପାଇଁ ବ୍ରଶ୍‌ ବ୍ୟବହାର ଆଉ ମଙ୍ଗଳସୂତ୍ର ପିନ୍ଧବାରେ ବୋଧେ ଡ୍ରୋନ୍‌ର ସାହାଯ୍ୟ ନିଆହେବ। ଏମିତି ଅନେକ ମଜାଳିଆ କମେଣ୍ଟ୍‌ ସବୁ ଦେଖିବାକୁ ମିଳିଛି।


ଭିଡିଓଟି ସେପ୍ଟେମ୍ବର ୨୬ରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୫୦୦ରୁ ଅଧିକ ଲୋକ ରିଟୁଇଟ୍‌ ମଧ୍ୟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri