କିଏ ୧୪ ତ କିଏ ୮: ନିଜଠାରୁ ବହୁତ କମ୍‌ ବୟସର ଯୁବକଙ୍କ ହାତ ଧରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଗାୟକ ରୋହତପ୍ରିତ ସିଂହଙ୍କ ହାତ ଧରିଛନ୍ତି ନେହା କକ୍କଡ। ରୋହନ ନେହାଙ୍କଠାରୁ ୭ ବର୍ଷ ସାନ। ତେବେ କେବଳ ଯେ ନେହା ତାହା ନୁହେଁ, ଅନେକ ଟେଲି ଅଭିନେତ୍ରୀ ଅଛନ୍ତି ଯିଏ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯେପରିକି:

ନିକଟରେ ବିବାହ ପାଇଁ ହଁ ଭରିଥିବା ଗୌହର ଖାନ୍‌ ଜୈଦ ଦରବାରଙ୍କଠାରୁ ୧୧ ବର୍ଷ ବଡ଼।

ଟେଲିପରଦାର ଚର୍ଚ୍ଚିତ ଯୋଡ଼ି ପ୍ରିନ୍ସ ନରୁଲା-ୟୁବିକା ଚୌଧୁରୀ। ୟୁବିକା ପ୍ରିନ୍ସଙ୍କଠାରୁ ୭ ବର୍ଷ ସାନ।

କମେଡିଆନ୍‌ କପଲ ହର୍ଷ ଲିମ୍ବାଚିଆ ସ୍ତ୍ରୀ ଭାରତୀଙ୍କଠାରୁ ୮ ବର୍ଷ ସାନ।

ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହ ସ୍ବାମୀ ପରମିତ ସେଠୀଙ୍କଠାରୁ ୭ ବର୍ଷ ବଡ଼।

ଗୌତମ ରୋଡେ ଏବଂ ପଙ୍ଖୁଡି ଅବସ୍ତିଙ୍କ ମଧ୍ୟରେ ୧୪ ବର୍ଷର ତଫାତ। ହେଲେ କେହି ଉଭୟଙ୍କୁ ଦେଖି ତାହା ଜାଣିବା ମୁସ୍କିଲ।

Share