Posted inଫୁରସତ

ଦାମୀ ବଙ୍ଗଳାରେ ରହୁଛନ୍ତି ୨ ବିଲେଇ: ମାସକୁ ଘରଭଡ଼ା ୧ ଲକ୍ଷ

ଗୃହପାଳିତ ପଶୁ ଦାମୀ କାରରେ ବୁଲିବା ସାଧାରଣ କଥା। କିନ୍ତୁ ୨ଟି ବିଲେଇ ଏକ ଦାମୀ ବଙ୍ଗଳାରେ ଭଡ଼ା ଘରେ ରହୁଛନ୍ତି। ଏହି ଘରର ଭଡ଼ା ପ୍ରାୟ ୧ ଲକ୍ଷ ଟଙ୍କା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଆମେରିକାର କାଲିଫର୍ଣ୍ଣିଆସ୍ଥିତ ‘ସିଲିକନ ଭ୍ୟାଲି ଷ୍ଟୁଡିଓ’ ଆପାର୍ଟମେଣ୍ଟର ଏକ ଘରେ ଲୁଇସ ଏବଂ ଟୀନା ନାମକ ୨ଟି ବିଲେଇ ଭଡ଼ାରେ ରହୁଛନ୍ତି। ଏହି ଫ୍ଲାଟ୍‌ ୪୦ ବର୍ଗମିଟର ଏରିଆରେ ଅବସ୍ଥିତ। ଏଠାରେବ ବିଲେଇଙ୍କର ୨ ଟି ଶୋଇବା ଘର ଗାଧୁଆ ଘର, ଫୋନ୍‌ ଏବଂ ସୁନ୍ଦର ଫର୍ଣ୍ଣିଚର ମଧ୍ୟ ରହିଛି।
ଲୁଇସ ଏବଂ ଟୀନା ହେଉଛନ୍ତି ଭିକ୍ଟୋରିଆ ଏମିତଙ୍କର। ଭିକ୍ଟୋରିଆ ଅଜୁସା ପେସିଫିକ୍‌ ବିଶ୍ୱବିଦ୍ୟାଳୟର ଛାତ୍ର। ଭିକ୍ଟୋରିଆ ସବୁଦିନ କଲେଜ ଯାଉଥିଲେ। ତାଙ୍କ ବାପା ମଧ୍ୟ ଅଫିସ ଚାଲିଯାଉଥିଲେ। ଏମିତିରେ ବିଲେଇଙ୍କ ଦେଖାଶୁଣା କରିବା ପାଇଁ କେହି ନ ଥିଲେ। ତେଣୁ ଡେଭିଡ କେଲିସ ନାମକ ବ୍ୟକ୍ତି ତାଙ୍କୁ ସାହାଯ୍ୟ କଲେ। ଡେଭିଡ ହେଉଛନ୍ତି ଭିକ୍ଟୋରିଆଙ୍କ ବନ୍ଧୁଙ୍କ ବାପା। ତେଣୁ ଡେଭିଡ ନିଜ ବଙ୍ଗଳାର ଏକ ରୁମ୍‌ ବିଲେଇମାନଙ୍କୁ ରହିବାକୁ ଭଡ଼ାରେ ଦେଲେ। ବିଲେଇଙ୍କ ଖାଇବା-ପିଇବା ସବୁକିଛି ଘରର ଚଟାଣରେ ରଖିଦିଆଯାଇଛି। ସେମାନେ ଏକାକି ଏହି ଘରେ ରୁହନ୍ତି।
ଏ ନେଇ କେଲିସ କୁହନ୍ତି, ବିଲେଇକୁ ନିଜ ଘରେ ଭଡ଼ାରେ ରଖିବା ତାଙ୍କ କୌଣସି ଶଉକ ନ ଥିଲା। ମାତ୍ର ବିଲେଇଙ୍କ ଯୋଗୁ ସେ ଏବେ ଘରେ ଶାନ୍ତିରେ ରହିପାରୁଛନ୍ତି। କାରଣ ମଣିଷ ପରି ସେମାନେ ମଦ ପିଉ ନାହାନ୍ତି କି ଧୂମପାନ ମଧ୍ୟ କରୁ ନାହାନ୍ତି ବୋଲି କେଲିସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ନାଷ୍ଟ୍ରେଦମସଙ୍କ ବଡ଼ ବଭିଷ୍ୟବାଣୀ, ୨୦୨୫ରେ ଏହି ୬ ରାଶି ଉପରେ ପଡିବ ଅଧିକ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ବର୍ଷ ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୨୦୨୫ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri