ନାମାଙ୍କନପତ୍ର ଦାଖଲ କଲେ ୨ ମହିଳା ପ୍ରାର୍ଥିନୀ

ବଲାଙ୍ଗୀର ଅଫିସ,୨୦ା୧: ବଲାଙ୍ଗୀର ଜିଲା ପରିଷଦ ଜୋନ୍‌ ୨୨ରେ ଜିଲା ପରିଷଦ ପ୍ରାର୍ଥୀ ଭାବେ ଅନାମିକା ହୋତା ଓ ଜୋନ୍‌ ନମ୍ବର ୨୩ରେ ବିଜେଡି ପ୍ରାର୍ଥୀ ଭାବେ ସଙ୍ଗୀତା ସୁନା ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲବେଳେ ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓ, ଅଶୋକ ମହାନ୍ତି, ରାଜେନ୍ଦ୍ର ହୋତା, ସନ୍ତୋଷିନୀ ବେହେରା, ଲିପିଶ୍ରୀ ସାଏ ଉପସ୍ଥିତ ଥିଲେ।

Share