Categories: Video

Two hospitals ready to treat COVID patients | ଓଡ଼ିଶାରେ ୨ଟି କୋଭିଡ୍ ହସ୍ପିଟାଲ

Two Odisha COVID-19 hospitals of Govt of odisha having 650 capacity ready in Bhubaneswar and Cuttack. CM interacts with doctors and paramedics, appreciates their role and congratulates partner organizations KIIMS AND ASHWINI hopsitals for putting up the facilities in a record time of one week.

କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ୨ଟି କୋଭିଡ଼ ହସ୍ପିଟାଲ। ଏହି ଦୁଇଟି କୋଭିଡ଼ ହସ୍ପିଟାଲ ହେଉଛି ଭୁବନେଶ୍ୱରର କିମ୍ସ ହସ୍ପିଟାଲ ଓ କଟକର ଅଶ୍ୱନୀ ହସ୍ପିଟାଲ। ମାତ୍ର ୭ଦିନ ମଧ୍ୟରେ କିମ୍ସରେ ୫୦୦ ଶଯ୍ୟା ବିଶିଷ୍ଟ ଓ ଅଶ୍ୱନୀରେ ୧୨୫ ଶଯ୍ୟା ବିଶିଷ୍ଟ ବେଡ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ଷମ ହୋଇଛି।