Categories: ଜାତୀୟ

ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ରେ ଶ୍ରେଷ୍ଠ ୫୦ରେ ଦୁଇଜଣ ଭାରତୀୟ…

ନୂଆଦିଲ୍ଲୀ,୨।୧୦ : ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀପ ନାରାୟଣ ନାୟକ ଏବଂ ଆନ୍ଧ୍ରପ୍ରଦେଶର ଇଂଲିଶ ଶିକ୍ଷକ ହରି କୃଷ୍ଣ ପଟାଚାରୁ ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ପାଇଁ ମନୋନୀତ ହୋଇଥିବା ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ୟୁନେସ୍କୋ ସହଯୋଗରେ ଏବଂ ଦୁବାଇ କେରେସ ସହିତ ରଣନୀତିକ ଭାଗିଦାରୀରେ ଭର୍କି ଫାଉଣ୍ଡେଶନ ଦ୍ୱାରା ସଂଗଠିତ ହୋଇ ସେ ବିଶ୍ୱର ୧୩୦ ଟି ଦେଶରୁ ୭ ହଜାରରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି।

Share