Categories: ଜାତୀୟ

ସୌର ପ୍ୟାନେଲ ଦ୍ୱାରା ଚାର୍ଜ ହେଉଛି ପ୍ରଜ୍ଞାନ, ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଭାରତର ବିକ୍ରମ। ଚନ୍ଦ୍ରାବତରଣ କରିଛି ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ଭିଡିଓ ଟୁଇଟ୍‌ କରିବା ପରେ ଇସ୍ରୋ ରୋଭର ପ୍ରଜ୍ଞାନର ଏକ ଭିଡିଓ ଟୁଇଟ୍‌ କରିଛି। ଯେଉଁଥିରେ ପ୍ରଜ୍ଞାନ ବିକ୍ରମରୁ ଏକ ର଼୍ୟାମ୍ପ ଦ୍ୱାରା ବାହାରକୁ ଆସୁଛି। ଏହାପରେ ସୌର ପ୍ୟାନେଲ ଦ୍ୱାରା ପ୍ରଜ୍ଞାନ ରୋଭର ସୂର୍ଯ୍ୟ କିରଣରେ ଚାର୍ଜ ହେଉଛି।

Share