ମସ୍କୋ ଉପରେ ୩୪ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ୍‌

ମସ୍କୋ/କିଭ୍‌,୧୧ା୧୧: ୟୁକ୍ରେନ୍‌ ପକ୍ଷରୁ ରବିବାର ମସ୍କୋ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ୟୁକ୍ରେନୀୟ ସେନା ୩୪ଟି ଡ୍ରୋନ୍‌ ମାଡ଼ କରିଛି। ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଶେରେମେଟ୍‌ୟେଭୋ ଏବଂ ଡୋମୋଡେଡୋଭୋ ଏୟାରପୋର୍ଟ ସମେତ ରୁଷିଆର ସବୁଠୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକରେ ବିମାନ ଚଳାଚଳକୁ ସାମୟିକ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷେ ରୁଷିଆ ରାଜଧାନୀ ଉପକଣ୍ଠରେ ମୋଟ ୩୨ ଡ୍ରୋନ୍‌କୁ ଖସାଇ ଦିଆଯାଇଥିବା ମସ୍କୋ ମେୟର ସେର୍ଗେୟ ସୋବ୍‌ୟାନିନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କଥା ରଖିଲେ ପୁଟିନ: ଭାରତ ଆସିବା ପୂର୍ବରୁ କହିଦେଲେ ଏମିତି କଥା

ନୂଆଦିଲ୍ଲୀ/ମସ୍କୋ,୨୭।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ...

କିଛିଦିନ ମଧ୍ୟରେ ପୁଟିନଙ୍କର ହେବ ମୃତ୍ୟୁ, ବଡ଼ ଦାବି କଲେ ଜେଲେନସ୍କି

କ୍ୱିଭ୍‌,୨୭।୩: ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ତାଙ୍କ ସମ୍ପର୍କରେ ଏକ ନୂତନ ଦାବି କରିଛନ୍ତି। ରୁଷିଆ...

ଆସୁଛି ବଡ଼ ବିପଦ: ୨୦୩୦ ସୁଦ୍ଧା ମୃତ୍ୟୁକୁ ସାମ୍ନା କରିବେ ୩୦ ଲକ୍ଷରୁ ଅଧିକ ଲୋକ, ସତର୍କ କଲେ ବୈଜ୍ଞାନିକ

କାନବେରା/ନୂଆଦିଲ୍ଲୀ,୨୭ା୩: ୨୦୩୦ ସୁଦ୍ଧା ୩୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁର ସାମ୍ନା କରିବେ। ଗୁରୁବାର ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବୈଜ୍ଞାନିକମାନେ ସତର୍କ ସୂଚନା...

୪.୫ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ନେପାଳ

କାଠମାଣ୍ଡୁ,୨୭।୩: ନେପାଳର ଉତ୍ତର-ପଶ୍ଚିମ ହୁମଲା ଜିଲାରେ ବୁଧବାର ସାରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିଯୋଗୁ କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ। ଜାତୀୟ...

ୟୁନୁସଙ୍କ ଅପେକ୍ଷାର ଅନ୍ତ, ଚିଠି ଲେଖିଲେ ମୋଦି, ହୋଇଗଲା ବଡ଼ ଡିଲ୍‌!

ଢାକା,୨୭।୩: ବାଂଲାଦେଶର ଆନ୍ତରୀଣ ସରକାର ମହମ୍ମଦ ୟୁନୁସ ଗତ କିଛି ଦିନ ଧରି ଭାରତକୁ ଅପେକ୍ଷା କରିଛନ୍ତି। ୟୁନୁସ ଜାଣନ୍ତି ଯେ ଭାରତ ସହିତ ତାଙ୍କର...

ର’କୁ ନିଷିଦ୍ଧ ଘୋଷଣା ସୁପାରିସ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୭ା୩: ଭାରତରେ ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ ହେବାରେ ଲାଗିଛି। ସଂଖ୍ୟାଲଘୁମାନେ ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହେଉଥିବା ଦର୍ଶାଇ ଆମେରିକା ଚିନ୍ତାବ୍ୟକ୍ତ କରିଛି। ଏପରି କି ଭାରତକୁ...

ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ: ଜଳିଗଲା ୩୦୦ ଘର, ୨୪ ମୃତ

ସିଓଲ,୨୭ା୩: ଦକ୍ଷିଣ କୋରିଆର ଦକ୍ଷିଣ ଭାଗ ଜଙ୍ଗଲରେ ଲାଗିଥିବା ନିଆଁରେ ଅଦ୍ୟାବଧି ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବନାଗ୍ନିରେ ୩୦୦ରୁ ଅଧିକ ଘର ଜଳିଯାଇଛି।...

ୟୁକ୍ରେନ ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ: ରୁଷିଆନ୍ ଟିଭି ସାମ୍ବାଦିକାଙ୍କ ମୃତ୍ୟୁ

ମସ୍କୋ,୨୬।୩: ରୁଷିଆର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ, ‘ଚ୍ୟାନେଲ ୱାନ’ର ଜଣେ ସାମରିକ ସମ୍ବାଦିକା ୟୁକ୍ରେନ ସୀମାରେ ମାଇନ୍ ବିସ୍ଫୋରଣରେ ଜୀବନ ହରାଇଛନ୍ତି। ଏହି ଘଟଣା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image