Advertisement

ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୨୦।୭: ଋଷର ମୁକାବିଲା ପାଇଁ ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି ଆମେରିକା। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନାନୁସାରେ, ସାମରିକ ପ୍ୟାକେଜରେ ଚାରୋଟି ଉନ୍ନତମାନର ଆକାଶରେ ନୀକ୍ଷେପ କରାଯାଇପାରୁଥିବା ଅସ୍ତ୍ର, ମଧ୍ୟମ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟାଟେରୀ, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଆକ୍ରମଣାତ୍ମକ ଡ୍ରୋନ ମଧ୍ୟ ଅନ୍ତର୍ଭୁକ୍ତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share