ଅସମ୍ଭାଳ ଶୀତ, ଥରୁଛି ବଲାଙ୍ଗୀର

ବଲାଙ୍ଗୀର ଅଫିସ, ୨୭ା୧୨: ବଲାଙ୍ଗୀରରେ ଶୀତର ପ୍ରକୋପ ଦେଖାଯାଉଛି। କିଛିଦିନ ହେଲା ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ୬ଟାରୁ ରାସ୍ତାଘାଟ ଶୂନଶାନ ହୋଇପଡୁଛି। ଲୋକେ ଅତି ଜରୁରୀ କାମ ନ ପଡିଲେ ଘରୁ ବାହାରୁ ନାହାନ୍ତି। ବଲାଙ୍ଗୀର ସହରର ଲୋକେ ନିଅଁା ଜାଳି ଲୋକେ ଶୀତ ଦାଉରୁ ରକ୍ଷା ପାଇବା ଉପାୟ ଅବଲମ୍ବନ କରୁଥିବା ଦେଖାଯାଇଛି। ସକାଳ ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରୁ ନାହାନ୍ତି।

Share