Posted inଫୁରସତ

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି ବୋଲି ଭାବି ବାଟକାଟି ଚାଲିଯାଇଥିଲେ ଅନେକେ। ସେମାନଙ୍କ ମଧ୍ୟରୁ ଜଣେ କିନ୍ତୁ ଓହ୍ଲାଇ ଦେଖିବା ବେଳେ ମାଙ୍କଡ଼ଟି ବଞ୍ଚି ଥିବା ଭଳି ମନେ ହୋଇଥିଲା। ସେ ତୁରନ୍ତ ତାକୁ ରାସ୍ତା ମଝିରୁ ଟାଣି ଆଣି କଡ଼ରେ ଶୁଆଇଥିଲେ। ସେଠାରେ ସେ ତୁରନ୍ତ ଭଗବାନ କୃଷ୍ଣଙ୍କ ଏକ ସ୍ଲୋକ ଶୁଣାଇଥିଲେ। ମାଙ୍କଡ଼ଟି ନିକଟରେ ‘କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ, ପ୍ରଣତଃ କ୍ଲେଶନାଶାୟ ଗୋବିନ୍ଦାୟ ନମୋଃ ନମଃ’ ଜପି ଚାଲିଥିଲେ। କିଛି ସମୟ ଯିବା ପରେ ପଶୁଟି କିଛି ନ ହେବା ଭଳି ଉଠି ଧାଇଁବାକୁ ଲାଗିଥିଲା। ଶେଷରେ ସୁସ୍ଥ ହୋଇ ନିଜ ସ୍ଥାନକୁ ଫେରି ଯାଇଥିଲା।
ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କିତ ଭିଡ଼ିଓ ଭାଇରାଲ ହେଉଛି। ଭିଡିଓକୁ ଶେୟାର କରିଥିବା ବ୍ୟକ୍ତି ମନ୍ତ୍ରର ଶକ୍ତି ଦେଖନ୍ତୁ ବୋଲି କହିଛନ୍ତି। ଏଯାବତ ହଜାର ହଜାର ଲୋକ ଏହାକୁ ଦେଖି ସାରିଥିବା ବେଳେ ଅନେକେ ଲୋକ ଶେୟାର କରୁଛନ୍ତି। ଏଥିରେ ପ୍ରତିକ୍ରିୟା ରଖି ଲୋକେ ଭାବବିହ୍ବଳ ହେଉଛନ୍ତି।
ଆପଣ ବି ଦେଖନ୍ତୁ:


Enter your email to get our daily news in your inbox.

All Right Reserved By Dharitri.Com

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ନାଷ୍ଟ୍ରେଦମସଙ୍କ ବଡ଼ ବଭିଷ୍ୟବାଣୀ, ୨୦୨୫ରେ ଏହି ୬ ରାଶି ଉପରେ ପଡିବ ଅଧିକ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ବର୍ଷ ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୨୦୨୫ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।...

ଭୟଙ୍କର ଭବିଷ୍ୟବାଣୀ କଲେ ନାଷ୍ଟ୍ରେଦମସ, ୨୦୨୫ରେ ବ୍ରହ୍ମାଣ୍ଡରୁ ମାଡି ଆସିବ ଅଗ୍ନିପିଣ୍ଡ, ପୁଣି ଆସିବ କରୋନା ଠାରୁ ବଡ଼ ମହାମାରୀ…

ନୂଆଦିଲ୍ଲୀ,୧୧।୧୨: ଷୋଡଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ନାଷ୍ଟ୍ରେଦମସଙ୍କ ଅନେକ ଭବିଷ୍ୟବାଣୀ ସଠିକ ପ୍ରମାଣିତ ହୋଇଛି। ୨୦୨୪ ପାଇଁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବାବେଳେ...

୨୦୨୪ରେ ଏସବୁ ଜିନିଷ ଗୁଗଲରେ ଅଧିକ କରାଯାଇଛି ସର୍ଚ୍ଚ, ଟ୍ରେଣ୍ଡରେ ରହିଛି ଆମ୍ବ ଆଚାର

ନୂଆଦିଲ୍ଲୀ,୧୦।୧୨: ଚଳିତ ବର୍ଷ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷକୁ ଗୁଗଲ ଜାରି କରିଛି। ୨୦୨୪ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟ ଓ ଜିନିରେ...

ବାବା ଭେଙ୍ଗା କରିଦେଲେ ଭୟଙ୍କର ଭବିଷ୍ୟବାଣୀ, ୨୦୨୫ରେ ହେବ ସବୁଠାରୁ ବଡ଼ ଯୁଦ୍ଧ! ରଚିବ ତାଣ୍ଡବ…

ନୂଆଦିଲ୍ଲୀ,୧୦।୧୨: ଆଉ କେଇଟା ଦିନ ପରେ ଶେଷ ହୋଇଯିବ ୨୦୨୪। ଏବଂ କିଛି ଦିନ ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ନୂଆ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri