Categories: ଖେଳ

୧୯ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ ଦଳ ଘୋଷିତ

ଭୁବନେଶ୍ୱର,୨୪ା୯(ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଶୁକ୍ରବାର ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓଡ଼ିଶା ଦଳ: ତନ୍ମୟୀ ବେହେରା (ଅଧିନାୟିକା), ଆଲିପ୍ସା ବିଶ୍ୱାଳ (ଉପଅଧିନାୟିକା),ପୂଜାରାଣୀ ଦାସ, ସୁଚିସ୍ମିତା ପଣ୍ଡା, ଅଙ୍କିତା ଗିରି, ଅପର୍ଣ୍ଣା ରାଣୀ ସାହୁ, ଅନନ୍ୟା ମିଶ୍ର, ମିତାଲୀ ଶର୍ମା, ପୂଜା ଯାଦବ, ଜ୍ୟୋତି. କେ. ପ୍ରସାଦ, ଭବାନୀ ଧଣ୍ଡା, ଏସ୍‌.ବି. ଲରେନ୍ସ, ଲକ୍ଷ୍ମୀ ସିଂ, ରୋଶନୀ ବଗର୍ତ୍ତୀ ଓ ଦିବ୍ୟା ରାଉତରାୟ।

Share