Categories: ଜାତୀୟ

ଖସିଲା ନିର୍ମାଣାଧୀନ ଷ୍ଟାଡିୟମ ଛାତ: ଚାଲିଗଲା ୩ ଜୀବନ, ୧୦ ଆହତ

ହାଇଦ୍ରାବାଦ,୨୦।୧୧: ତେଲେଙ୍ଗାନାର ଏକ ନିର୍ମାଣାଧୀନ ଷ୍ଟାଡିୟମର ଛାତ ଭୁଶୁଡ଼ିବା ପରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି। ରେଙ୍ଗା ରେଡ୍ଡୀ ଜିଲାର ମୋଇନାବାଦ ଗ୍ରାମ ଅନ୍ତର୍ଗତ ନିର୍ମାଣାଧୀନ ଇନଡୋର ଷ୍ଟାଡିୟମରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share