Categories: ଜାତୀୟ

ସମାନ ନାଗରିକ ସଂହିତା: ମନ୍ତବ୍ୟ ରଖିବାର ଅବଧି ବଢାଇଲେ ଲ କମିଶନ

ନୂଆଦିଲ୍ଲୀ,୧୪।୭: ୟୁନିଫର୍ମ ସିଭିଲ କୋଡ ପର ସମାନ ନାଗରିକ ସଂହିତା(ୟୁସିସି) ଉପରେ ଜନସାଧାରଣଙ୍କ ମନ୍ତବ୍ୟ ରଖିବା ପାଇଁ ସମୟସୀମା ବଢାଇଲେ ଲ କମିଶନ। ଏହାର ଶେଷ ତାରିଖ ଜୁଲାଇ ୧୪ତାୀଖ ପର୍ଯ୍ୟନ୍ତ ଥିଲା ଯାହାକୁ ବୃଦ୍ଧି କରାଯାଇ ଜୁଲାଇ ୨୮ କରାଯାଇଛି।

Share