Categories: Video

ଅନଲକ୍‌-୨ ଗାଇଡଲାଇନ୍ ଜାରି

କରୋନା ସଂକ୍ରମଣ ଭିତରେ ଭାରତ ସରକାରଙ୍କ ପକ୍ଷରୁ ଅନଲକ୍‌-୨ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଜୁଲାଇ ୧ରୁ କଣ୍ଟେନମେଣ୍ଟ ଜୋନକୁ ଛାଡି ଆଉ ସବୁ ସ୍ଥାନରେ ଅନଲକ୍‌-୨ ଲାଗୁ କରାଯିବ । ଅର୍ଥାତ କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଜରୁରୀ ସେବା ବ୍ୟତୀତ ଆଉ ସବୁ କିଛି ବନ୍ଦ ରହିବ।